ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର : ଦିନକୁ ୮ ଦୁଷ୍କର୍ମ, ୪ ହତ୍ୟା

ବର୍ଷକରେ ୧ ଲକ୍ଷ ୩୪ ହଜାର ଅପରାଧ ମାମଲା ଭୁବନେଶ୍ବର : ରାଜ୍ୟରେ ଦିନକୁ ୮ଟି ଦୁଷ୍କର୍ମ ‌ହେଉଛି। ୪ଟି ହତ୍ୟା ବି ହେଉଛି। ଦଙ୍ଗା, ଲୁଣ୍ଠନ, ଯୌତୁକ ଜନିତ ମାମଲା ବି କିଛି କମ୍ ନୁହେଁ। ନିଜେ ରାଜ୍ୟ ସରକାର ଏହି ତଥ୍ୟ ଦେଇଛନ୍ତି। ଆଜି ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ବେତପତ୍ରରେ ଏହି ତଥ୍ୟ ଦିଆଯାଇଛି। ୨୦୨୦ ମସିହାରେ ମୋଟ୍‌ ୧,୩୪,୨୩୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ … Continue reading ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର : ଦିନକୁ ୮ ଦୁଷ୍କର୍ମ, ୪ ହତ୍ୟା